Skip to main content

ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ ରସ ପିଇଲେ ମେଦବହୁଳତା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ଅଛି। ମେଥିପତ୍ର ଓ ଘିକୁଆଁରୀ ରସ ଏକାଠି ମିଶାଇ ସକାଳେ ଖାଲିପେଟରେ ପିଇଲେ ମେଦବହୁଳତା ସମସ୍ୟା ସହଜରେ ଦୂର ହୋଇଥାଏ। ଅଧାଗ୍ଲାସ ଉଷୁମପାଣିରେ ଲେମ୍ବୁରସ ଏବଂ ଘିକୁଆଁରୀ ରସ ପକାଇ ଏହାକୁ ପିଇଲେ ଅଧିକ ସୁଫଳ ମିଳିଥାଏ।

The post ମେଦବହୁଳତାରୁ ଦୂରେଇ ରହିବା ପାଇଁ ନିତି ଏଥିରୁ ଚାମଚେ… appeared first on Dharitri Odia News.