Skip to main content

ସଙ୍ଗରୋଧରେ ଗଲେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲର ୨ଜଣ ଡାକ୍ତରଙ୍କୁ ସଙ୍ଗରୋଧରେ ପଠାଇ ଦିଆଯାଇଛି। କିଛିଦିନ ପୂର୍ବରୁ ବିଡିଏରେ ସୁରକ୍ଷା କର୍ମୀ ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସଙ୍ଗରୋଧରେ ଅଛନ୍ତି। ଏହାସହ ଅନ୍ୟ ଜଣେ ଡାକ୍ତରଙ୍କ କରୋନା ଲକ୍ଷଣ ଦେଖାଯାଇଥିବାରୁ ତାଙ୍କୁ ମଧ୍ୟ ସଙ୍ଗରୋଧ ରହିବା ଲାଗି କୁହାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।



source https://sambad.in/metro/capital-hospital-doctor-under-quarantined-534958/